Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Trilochan Karjee

Others

5.0  

Trilochan Karjee

Others

କ୍ରିକେଟ ଓ ମୁଁ

କ୍ରିକେଟ ଓ ମୁଁ

1 min
106


ମୋ ଶରୀର ପରା କ୍ରିକେଟ ପଡିଆ

କ୍ରିଜ୍ ପରି ପାଞ୍ଚ ଫୁଟ ପାଞ୍ଚ ଇଞ୍ଚର,

ମୁଁ ଖେଳୁଛି ଏଗାର ଖେଳାଳୀ ନେଇ

ଛଅ ବ୍ୟାଟସମ୍ୟାନ ଓ ପାଞ୍ଚ ବୋଲର ।

କାମ,କ୍ରୋଧ,ଲୋଭ,ମୋହ ଓ ମାୟା

ତୁଲାନ୍ତି ବୋଲର ଭୂମିକା,

ପଞ୍ଚ ଇନ୍ଦ୍ରିୟ ଓ ମନ ବ୍ୟାଟସମ୍ୟାନ

କରନ୍ତି ଦଳର ରକ୍ଷା।

ବୁଦ୍ଧି ଓ ବିବେକ ସବୁ ମ୍ୟାଚରେ

ହୋଇଥାନ୍ତି ଅମ୍ପାୟର,

ମନ ସଭିଙ୍କ କ୍ୟାପଟେନ ସାଜି

ସମ୍ଭାଳୁଛି ଦାୟିତ୍ବ ଭାର।

ତ୍ରିଲୋଚନ କାର୍ଯୀ

ପାତ୍ରପୁର, ଗଂଜାମ


Rate this content
Log in