STORYMIRROR

Ambika Swain

Others

2  

Ambika Swain

Others

କପଟର ଜଉଘର

କପଟର ଜଉଘର

1 min
13.8K


ଏ ଦୁନିଆର ରଙ୍ଗ ମଞ୍ଚରେ

କାହାକୁ କରିବ ପର

କିଏ ହେବ ଏଠି ଆପଣ।

ଅନକେ ଏଠି ବିଶ୍ୱାସର ବାଲି ଘର

ପୁରୁଷ ହେଉ ବା ନାରୀର ଭଦ୍ରମୁଖା ତଳେ

ବିଶ୍ୱାସ ନାମକ ଶବ୍ଦଟି

ଅନନ୍ତ ଆକାଶର

ଦେଖା ଯାଏ କେବଳ ମିଥ୍ୟା ଛଳନା

ଛନ୍ଦ କପଟର ଯଉଘର ।।

ଅମ୍ବିକା ସ୍ବାଇଁ


Rate this content
Log in