କପେ ଚା
କପେ ଚା
1 min
191
ତୁମେ କହ ବ୍ଲାକ୍ କପ୍ ଅଫ୍ ଟି
ମୁଁ କହେ ଗରମ୍ ଗରମ୍ ଫିକା ଚା
କ୍ଷୀର ନାଇଁ ଚିନି ନାଇଁ
ବାସ୍ କପେ କଷା ଚା...
ଓଦା ଓଦା ଭିଜାରାତି
ବନ୍ଧୁତ୍ୱର ସଂଜ୍ଞା ପାଇଁ
ସୀମାବଦ୍ଧ କପେ ଚା...
ଅନେକ ଦୀର୍ଘଶ୍ୱାସ
ଚହଲିଲା ହାତ
ଓଠ ପୋଡ଼ି ଫିକା ହେଲା
ଗରମ୍ ଗରମ୍ କଷା ଚା...
