STORYMIRROR

shaikh mozahid mahatab

Children Stories

3  

shaikh mozahid mahatab

Children Stories

କନ୍ୟାରତ୍ନ

କନ୍ୟାରତ୍ନ

1 min
125


ଗରିବ କୂଳରେ ଜନ୍ମ ଦେଲ ପ୍ରଭୁ

ପୁଣି,କନ୍ୟା ଜନମ ଟେ ଦେଲ

କେମିତି ବଞ୍ଚିବି ତୁମ ଦୁନିଆଁ ରେ

ଟିକିଏ ବୁଝେଇ ଦେଲ ।


ନାରୀମାନ୍ସ ଲୋଭୀ ସଜେଇ ରଖିଛ

ତୁମରି ଏ ଦୁନିଆରେ

କନ୍ୟାରତ୍ନ ଟିଏ ଏଠି ସୁରକ୍ଷିତ ନୁହଁ

ପ୍ରତିଦିନ ଏଠି ମରେ ।


ପାଦେ ପାଦେ ପ୍ରଭୁ ବିପଦ ରଖିଛ

କନ୍ୟା ରତ୍ନ ଟିଏ ପାଇଁ

ଏମିତି କାହିଁକି ଅନ୍ୟାୟ କରିଛ

କନ୍ୟା ରତ୍ନ ଜନ୍ମ ଦେଇ ।


କନ୍ୟାଜନ୍ମ ପାଇ କଣ ଭୁଲ ମୁଁ କରିଛି,

ପ୍ରଭୁ ଏତକ ବୁଝାଇ ଦିଅ

ନିରୀହ ନିଷ୍ପାପ ଶିଶୁଟି ମୁହିଁ,

କାହୁଁ ଜାଣିବି ଏ ସମାଜର

ଅଡୁଆ ସୁତା ଖିଅ ।



Rate this content
Log in