Suryakanta parida
Others
କେତେଯେ ରାତି କଟାଇଛି ତମରି ସ୍ୱପ୍ନରେ
କେତେଯେ ଦିନ ବିତାଇଛି ତମ ଅପେକ୍ଷାରେ
ଖୁବ ଭଲ ହେଲା ଦୁରେଇଗଲି ତୋ ଠାରୁ
ବହୁତ ଭିଡ ଥିଲା ତୋ ହୃଦୟ ଭିତରେ
ଭାରି ଖୁସି ଲାଗେ ତୋ ଅନୁପସ୍ଥିତ ରେ
କଣ୍ଟା ବୋଲି କିଛି ନାହିଁ ତମେ ଗଲା ପରେ
ହୃଦୟ ର ମୁଲ୍ୟ
ହୃଦୟର ମୂଲ୍ୟ
ଅପେକ୍ଷା
ଅଲୋଡ଼ା ପଥର
ସ୍ମୃତି
ପ୍ରେମ ଅଢେ଼ଇ ଅ...
ମାୟା
ସ୍ୱାତିଲଗ୍ନ ବର...