କେତେବେଳେ କଣ
କେତେବେଳେ କଣ
1 min
161
କଳିଯୁଗ ଛଳନାରେ ଭରା
ସେପାଇଁ ସାହାଯ୍ୟ ସହଯୋଗ ମିଳୁନାହିଁ ପରା
ଜିରାରୁ ଚିପୁଡ଼ି ଚିପୁଡ଼ି ଶିରା
ପାଇବକେ କୁହ ସୁଖ ସମୃଦ୍ଧି ଭରା ଭରା
ବେଳେ ବେଳେ ଛଳନାକାରୀ ପଡଇ ବି ଧରା
ଅପରାଧ ବୋଧେ ଧରାକୁ ମଣିବା ନାହିଁ ସରା
ସତର ଅଛି ସ୍ୱତନ୍ତ୍ର ପରିଚୟ
ଛଳନାରେ ନାହିଁ କେବେ କୌଣସି ଜୟ
ଆତ୍ମରକ୍ଷା କାଳେ ବେଳେ ବେଳେ ନିଶ୍ଚୟ
ଛଳନା ବିପଦରୁ ଉଦ୍ଧାର କରିଥାଏ ଥୟ
