STORYMIRROR

Ambika Swain

Others

2  

Ambika Swain

Others

କବିତା=୪ ପ୍ରତିଛଵି ତୁମ

କବିତା=୪ ପ୍ରତିଛଵି ତୁମ

1 min
3.0K


ମନ ଆଇନାରେ ସଦା ଦେଖୁଥାଏ

ରାତିଦିନ ତୁମ ପ୍ରତିଛବି

କଠିନ ପାଷାଣ ହୃଦୟ ତୁମ

କେମିତି ପାରୁନ ବୁଝି,

କାହିଁକି ଯାଇଛ ନିରବି ଯେ କେତେ

ବୁଝି ପାରୁନାହିଁ ମୁହିଁ

ମନରେ ଆସେ ଶଙ୍କା ଯେ କେତେ

କାଳେ ଆଉ କାହା ହାତ

ଦେଇଛ ଛୁଇଁ .....!!!!!


ଅମ୍ବିକା ସ୍ୱାଇଁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍