STORYMIRROR

Sisir Panda

Others

3  

Sisir Panda

Others

କାଳିଆ ଉବାଚ

କାଳିଆ ଉବାଚ

1 min
234

      

    କରମ ତତ୍ତ୍ୱ ବୁଝିନି ଯେ

 ଦୋଷ ଦେବ ତ ମୋତେ ସିଏ

   ହୋଇ ମୁଁ ଏ ସୃଷ୍ଟିର ସ୍ରଷ୍ଟା

 ସବୁକିଛିର ମୁଁ ଯେ ଦ୍ରଷ୍ଟା।

କର୍ମ ସଭିଙ୍କ ରଚେ ଭାଗ୍ୟ

  ପ୍ରାରବ୍ଧ ଅଟଇ ଅକାଟ୍ୟ

ଭୋଗିବାକୁ ହେବ ଅବଶ୍ୟ

  ନିଷ୍ଠା ବଳେ ଟଳେ ସାମାନ୍ୟ।

ମାନବ ରୂପେ ଦେହ ଧରି

  ଭୋଗିଛି ମୁଁ କେତେଯେ ଭାରି

ସତ କର୍ମ ଆଣେ ସୌଭାଗ୍ୟ

  କୁକର୍ମ ତ ଦିଏ ଦୁର୍ଭାଗ୍ୟ।

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍