STORYMIRROR

sasmita sahu

Others

3  

sasmita sahu

Others

କାଳିଆ ଗୋସାଇଁ

କାଳିଆ ଗୋସାଇଁ

1 min
13.7K


ତୁ ବରଷା ପାଣିରେ

ମୁଁ ସଂସାର ପାଣିରେ

ଭରଷା ଥିଲା ନେବୁ

ସାଇତା ଦୁଃଖକୁ ବୋହି

ମୁରୁକି ହସୁ ତୁ

ରଥ ଉପରେ ଥାଇ

ତୋ ବିନୁ ଝୁରି ମରେ

ତୋତେ କି ଜଣା ନାଇଁ

ଏତେ କଠୋର ହେଲୁ

କହିଲୁ ମୁଁ ଚିଂହେ ନାଇଁ

କପଟ କଲୁ ଯେ

ଆଉ ନ ପାରେ ସହି

ସଂସାର ପାଣିର ନାଆ ମୋର

ତୋ ବିନୁ କି ପାରିବି ରହି

କାଳିଆ ଗୋସାଇଁ....

ମୋ କାଳିଆ ଗୋସାଇଁ।

- ସସ୍ମିତା ସାହୁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍