STORYMIRROR

sasmita sahu

Others

2  

sasmita sahu

Others

*ବନ୍ଧୁତ୍ବ*

*ବନ୍ଧୁତ୍ବ*

1 min
14.2K


କେବେ ଆକାଶ

ଓଦା ହେବା ଦେଖିଚ

ଦେଖିଚ ବୟସର ସ୍ରୋତରେ

ଚିକଚିକ କରୁଥିବା ସମ୍ପର୍କ

ଝୁଣ୍ଟିଗଲେ

'ତୁ ହିଁ ପାରିବୁ'

କହିପାରେ ସେ

ବିନା ପ୍ରତ୍ୟାଶାର ସମ୍ପର୍କ

ମନକୁ ମୋର କରିପାରେ ସେ

ଅକାଶଛତା

ପବନର ତାଳେ ନିଜକୁ

ଖୋଲିବାର ଦିଏ ମାଦକତା

ଆଖିର ଲୁହ ବୋତଲେପୁରେଇ

ପିଆଇ ଦିଏ ହସର ସିରପ

ଏ ତ ସେଇ ସମ୍ପର୍କ

ଗ୍ରୀଷ୍ମରେ ବସନ୍ତ

କ୍ଲାନ୍ତ ପାଦରେ ମୋ

ଘୁଙ୍ଗୁର ଶବ୍ଦ

ଏ ମୋ ବନ୍ଧୁତ୍ୱ....।


-ସସ୍ମିତା ସାହୁ




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍