ଜୟ ଜଗନ୍ନାଥ
ଜୟ ଜଗନ୍ନାଥ
1 min
1.3K
ଆହେ ଜଗତ ପ୍ରଭୁ ବିଶ୍ବନାଥ
ଆତଙ୍କବାଦୀଙ୍କୁ କର ନିପାତ
ଅତିଶୟ ହେଲା ତାଙ୍କର ଉତ୍ପାତ
ପୃଥିବୀ ହେଉ ସେଥିରୁ ମୁକତ।
ପ୍ରେମର ବାରତା ଶୁଣାଏ ଭାରତ
ଗାଏ ସର୍ବଦା ବିଶ୍ବ ପ୍ରୀତିର ଗାନ
ପଡୋଶୀର ଦେଖି ସେ ଆତଙ୍କରାଜ
ଆଜି ବଡ଼ ଦୁଃଖିତ ତାହାର ଜନ।
କ୍ରୋଧାଗ୍ନି ହେଲାଣି ବଡ଼ ହୁତାଶନ
ଚାରିଦିଗୁ ବହିଲାଣି ତ ଅନିଳ
ଗ୍ରାସି ନେବୁ ନିଶ୍ଚେ ଦେଖି ବେଳକାଳ
ଦିନ ଗଣୁଥାଅ ରେ ହୀନ ଶୃଗାଳ।।
ଶିଶିର, କଟକ।
