STORYMIRROR
ଜୀବନ
ଜୀବନ
ଜୀବନ
ଜୀବନ
ମାଟିରେ ଜନମ ମାଟିରେ ମରଣ
ପଥ ତ ଗୋଟାଏ ସବୁରି ପାଇଁ
ରାଜା ହେଉ ଅବା ପରଜା ବି ହେଉ
ସମସ୍ତେ ଯିବେ ଆଗ ପଛ ହୋଇ ।
ତମର ଆମର କାହିଁକି କରୁଛ
ଅତିଥି ଗୋଟାଏ ଦୁଇ ଦିନର
ସୁଖ ଦୁଃଖ ଭରା ଜୀବନ ନାଟକ
ଲୀନ ହୋଇଯିବ ଏହି ମାଟିର ।।
ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍
More oriya poem from Ramesh Chandra Behera
Download StoryMirror App