STORYMIRROR

Arun Kumar Mitra

Others

2  

Arun Kumar Mitra

Others

ଜୀବନ ଖାତା

ଜୀବନ ଖାତା

1 min
13.9K


ଜୀବନ ଖାତାର ପ୍ରତି ପୃଷ୍ଠାରେ

କଷିଲେ ଅଙ୍କ ଯେତେ,


ଶେଷରେ କେବଳ ଶୂନ୍ୟ ମିଳିବ

କରନି ହିସାବ ଏତେ।


ବିଭୂପାଦେ ମନ କରିଲେ ଅର୍ପଣ

ପ୍ରାପ୍ତି ପରମ ଗତି


ମାନବ ଜୀବନ ସର୍ବଶ୍ରେଷ୍ଠ ଅଟେ

ଧ୍ୟାନ ନାହିଁ ତାର ପ୍ରତି।


"ଅରୁଣ କୁମାର ମିତ୍ର"


Rate this content
Log in