STORYMIRROR

Geeta Sarangi

Others

3  

Geeta Sarangi

Others

ଜୀବନ ଗୀତା-୩୩୩

ଜୀବନ ଗୀତା-୩୩୩

1 min
599


ଜୀବନରେ ମୃତ୍ୟୁବୋଧ

ରହିଛି ରହିବ

ତଥାପି ଜୀବନ ସଦା

ଆଗକୁ ବଢିବ ॥୦॥

ଜୀବନ ସତ୍ୟ

ଜୀବନ ଅତୀବ ସୁନ୍ଦର

ଜୀବନ ଶିବ

ଜୀବନ ଅନନ୍ୟ ହୁନ୍ଦର

ପ୍ରତି ପଦରେ ମରଣ

ଅବଶ୍ୟ ଭେଟିବ ॥୧॥

ଜୀବନ ପୂଣ୍ୟ

ଜୀବନ ପ୍ରକୃତି ତଲ୍ଲୀନ

ଜୀବନ ଧର୍ମ

ଜୀବନ ଜଡରେ ଚେତନ

ଅବଶେଷରେ ମରଣ

ତାପାଖେ ହାରିବ ॥୨॥




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍