STORYMIRROR

Geeta Sarangi

Others

3  

Geeta Sarangi

Others

ଜୀବନ ଗୀତା-୩୧୨

ଜୀବନ ଗୀତା-୩୧୨

1 min
277


ଜୀବନଟା ଯେତେ ବେଶୀ

ଯାଉଥାଏ ଜଳିଜଳି

ଆହୁରି ସୁନ୍ଦର ଦିଶେ

ଆଉଟା ସୁବର୍ଣ୍ଣ ଭଳି ॥୦॥

ଯନ୍ତ୍ରଣାକୁ ଛାଡି

ଜୀବନ ନାହିଁ

ଜୀବନକୁ ଛାଡି

ଯନ୍ତ୍ରଣା କାହିଁ

ଜୀବନ ଯନ୍ତ୍ରଣା ପରା

ଅନ୍ତରଂଗ ବନ୍ଧୁ ଭଳି ॥୧॥

ମାନସିକ ହେଉ

କି ଶାରୀରିକ

ଯନ୍ତ୍ରଣା ରହିଛି

ଆଉ ରହିବ

ଜୀବନ ଟାକୁ ସୁନ୍ଦର

ଯନ୍ତ୍ରଣା ତ ଦିଏ କରି ॥୨॥




Rate this content
Log in