STORYMIRROR

Geeta Sarangi

Others

3  

Geeta Sarangi

Others

ଜୀବନ ଗୀତା-୨୪୩

ଜୀବନ ଗୀତା-୨୪୩

1 min
13K


 
 
ଜୀବନର ଚାପ ଯେତେ
ଚାହିଦା ବି ସେତେ
ପୂରଣ ହେବ କେମିତି
ଭାବି ଦିନ ବିତେ ॥୦॥
 
ଜୀବନ ରହସ୍ୟ କିଏ
ପାରିଛି ବା ବୁଝି
ବୁଝିବାକୁ ଚେଷ୍ଟା ଜାରି
ରହିଛି ବି ଆଜି
ଅବୋଧ୍ୟ ଦୁର୍ବୋଧ୍ୟ
ଜୀବନର ପରିଭାଷା
ଜାଣିଛି କେ ସତେ ॥୧॥
 
ଦ୍ରୁତ ଜୀବନର ଧାରା
ବଢାଏ ସଙ୍କଟ
ମାନେ ନାହିଁ କାହାରି ସେ
କଥା କି ଆକଟ
ଅଥୟ ଅସ୍ଥିର
ସଙ୍କଟାପନ୍ନ ସ୍ଥିତିରେ
ଦିନରାତି ବିତେ ॥୨॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍