STORYMIRROR

Geeta Sarangi

Others

4  

Geeta Sarangi

Others

ଜୀବନ ଗୀତା-୨୪୦

ଜୀବନ ଗୀତା-୨୪୦

1 min
26.5K


 

ଜୀବନ ଯୁଦ୍ଧର
ତେପନ ଗଳି
ଜିଣିଲେ ଜଗତ
ସିନା ତୁମରି ॥୦॥

ପ୍ରହେଳିକାମୟ
ଜୀବନର ପଥ
ପ୍ରତାରଣାପୂର୍ଣ୍ଣ
ତାର ସବୁ ସର୍ତ୍ତ
ପ୍ରତିଶ୍ରୁତି ତାର
ପାଣିର ଗାର
ଦେଖୁଦେଖୁ ଲିଭେ
ବିଜୁଳି ପରି ॥୧॥

ଅନ୍ତହୀନ ତାର
କଥା ଓ କାହାଣୀ
ସମୟ ତ ସାଜେ
ବୁଢୀ ଅସୁରୁଣୀ
କେତେକେତେ ବୀର
ହାରିଲେ ଖେଳ
ମାଟିରେ ମିଶିଲେ
ହୋଇ ସେ ଧୂଳି ॥୨॥


Rate this content
Log in