ଜୀବନ ଗୀତା-୨୨୧
ଜୀବନ ଗୀତା-୨୨୧
1 min
13.1K
ଜୀବନର ରାଗ
ଜୀବନ ବିରାଗ
ଜୀବନର ସେତ
ଦୁଇଗୋଟି ରଙ୍ଗ ॥୦॥
ଜୀବନରେ ହୁଏ
ଭାବର ସଂଚାର
ପୁଣି ଅଭାବର
ସାହାରା ପ୍ରାନ୍ତର
ଭାବର ନିର୍ଝର ଅଭାବ ପ୍ରାନ୍ତର
ବୁଡାଇ ପାରିଲେ
ଝରଇ ବେହାଗ ॥୧॥
ସଫଳ ଜୀବନ
ନୁହେଁ ସାବଲୀଳ
ବିଫଳ ଜୀବନ
ନୁହେଁ ଅମଙ୍ଗଳ
ସଫଳ ବିଫଳ ଦୁଇଗୋଟି ଡାଳ
ଜୀବନ ବୃକ୍ଷର
ଅବିଚ୍ଛେଦ୍ୟ ଅଙ୍ଗ ॥୨॥
