ଜଗନ୍ନାଥ
ଜଗନ୍ନାଥ
1 min
364
ସକଳ ବିଶ୍ୱାସର ସେ ସମନ୍ବୟ
ସମସ୍ତ ଦର୍ଶନର ସେ ସମାହାର
ସେଥିପାଇଁ ସେ ଅଟେ ଜଗତନାଥ
ବୁଝିବ ଯେ ଜାଣିବ ଭାବଗ୍ରାହୀକୁ
ଭାବରେ ବନ୍ଧା ସେ ଅନାଥର ନାଥ।
ଭାବର ଅଭାବେ ନରହେ ସେ ହୃଦେ
ତାପରି ଉଦାର ନାହିଁ କେ ଜଗତେ
ସଦାସର୍ବଦା ଥାଏ ଜଗତ ହିତେ
ସବୁକିଛି ସମ୍ଭବ ତା' ଉପସ୍ଥିତେ।।
ଶିଶିର ପଣ୍ଡା, କଟକ।
