STORYMIRROR

Sisir Panda

Others

2  

Sisir Panda

Others

ଈଶ୍ବର

ଈଶ୍ବର

1 min
459

ଈଶ୍ବର ଚିଜଟି ଏମିତି ଏକ 

   ବୁଝିଗଲେ ଲାଗେ

ପାର୍ଥିବ ଦରବ ସବୁ ତୁଚ୍ଛ

  ପ୍ରଭୁ ଚିନ୍ତା କରେ 

ଅଥୟ ଅତି ଦିବସ ରାତି।


ସର୍ବତ୍ର ମିଳେ ବିଭୂ ଦର୍ଶନ

  କର୍ମେ ହୁଏ ବ୍ୟକ୍ତ

ପ୍ରଭୁ ଝଲକ ଦଇବୀ ତତ୍ତ୍ୱ

  ଜୀବ ହୁଏ ମହତ।

   


Rate this content
Log in