STORYMIRROR

Sisir Panda

Others

2  

Sisir Panda

Others

ହେ ଗଜାନନ।

ହେ ଗଜାନନ।

1 min
13.5K


ବିଘ୍ନନାଶକ ହେ ଗୌରୀ ନନ୍ଦନ

କର ଦୁର୍ନୀତି ଅନୀତିର ନାଶ

ଭ୍ରଷ୍ଟାଚାରୀଙ୍କ କର ସର୍ବନାଶ

ଦାନକର ପ୍ରଭୁ ହେ ଦିବ୍ୟଜ୍ଞାନ

ବିଶ୍ବ ହେଉ ଏକ ନନ୍ଦନବନ

ତହିଁ ରମନ୍ତୁ ଆପଣଙ୍କ ଜନ

ହୀନମନ୍ୟତା ହେଉ ଦୂରୀଭୂତ

ମାନବତାର ରହୁ ସ୍ବାଭିମାନ।


ଶିଶିର,କଟକ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍