STORYMIRROR
ହେ ବୀର
ହେ ବୀର
ହେ ବୀର
ହେ ବୀର
ହେ ବୀର
ଉତ୍କଳ ର ସନ୍ତାନ ଗଣ
ଜାଗି ଉଠ ତୁମ ମାଟି ପାଇଁ
ଦିଅ ନବ ଜାଗରଣ ।
କର ନାହିଁ ଡେରି
ଉଠ ହାତେ ଧରି
ନିଜ ମାଟି ମା ପାଇଁ
ଲଢି ଯାଅ ବୀର ପରି ।
ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍
More oriya poem from Arjun Das
Download StoryMirror App