Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kali charan Maharana

Others

4.5  

Kali charan Maharana

Others

ଗୁରୁଦେବାୟ ନମଃ

ଗୁରୁଦେବାୟ ନମଃ

1 min
145


ଗୁରୁ ତୁମେ ବ୍ରହ୍ମା ଗୁରୁ ତୁମେ ବିଷ୍ଣୁ 

ଗୁରୁ ତୁମେ ମହେଶ୍ୱର 

ହେ ମଙ୍ଗଳମୟ କରୁଣାବାରିଧି 

ଚଳନ୍ତି ପରମେଶ୍ଵର ।

ତୁମ କୃପା ବିନା ଜ୍ଞାନ ନ ବଢାଇ

ଅଶାନ୍ତି ଛାଏ ଜୀବନେ 

ଅଜ୍ଞାନ ରୂପକ ତିମିର ନାଶିଣ 

ଜ୍ଞାନାଲୋକ ଭର ମନେ। 

ପଦ ପଙ୍କଜରେ ଆକୁଳ ମିନତି 

ଅଭୟ ଦେବହେ ଢାଳି 

ଅଧମ ଉପରେ ତବ ଆଶୀର୍ବାଦ 

ନ ଯାଉ କେବେ ମଉଳି। 



Rate this content
Log in