STORYMIRROR

Chittaranjan Nanda

Inspirational

3  

Chittaranjan Nanda

Inspirational

ଗୁରୁ ବନ୍ଦନା

ଗୁରୁ ବନ୍ଦନା

1 min
172

ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ମହେଶ୍ୱର

ଶୁଣି ଆସୁଛି ତାହା ଛୁଆ ଦିନୁ ମୋହର


ଯୁଗ ଯୁଗ ପାଇଁ କରିଛ ଜ୍ୟୋତିପ୍ରକାଶ

ଝଲସି ଉଠିଛି ଆଲୋକେ, ଅନ୍ଧାରର ଶେଷ


ସମର୍ପିତ ହେଲେ ଗୁରୁଙ୍କ ପାଦ ତଳେ

ଜ୍ଞାନ ପାଇ ଅଜ୍ଞାନ ଦୂର ହୁଏ ତାଙ୍କ ବଳେ


ଗୁରୁଙ୍କୁ ଚିହ୍ନିବା ସର୍ବଦା ଭାରି କଷ୍ଟ ହୁଏ

ପ୍ରକୃତ ଗୁରୁ ପାଇଲେ, ସାହା ଦେଇଥାନ୍ତି ସିଏ


ଦେବତା ଦିଅନ୍ତିନି ପ୍ରତ୍ୟକ୍ଷ୍ୟରେ କେବେ ଜ୍ଞାନ

ଗୁରୁଙ୍କ ରୂପରେ ଜ୍ଞାନ ଦିଅନ୍ତି, ସେ ଭଗବାନ


ସେ ଆଲୋକେ ଅଦୃଶ୍ୟ ଶତୃକୁ ନକରେ ପ୍ରବେଶ 

ସେ ସୁବର୍ଣ୍ଣ ରଶ୍ମିରୁ, ମୁଁ ମାଗେ, ଦିଅ ହେ ଆଶିଷ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational