STORYMIRROR

Sudhir Kumar Panda

Others

3  

Sudhir Kumar Panda

Others

ଗୋଟିଏ ଦିନ ମିତ୍ର ସହ

ଗୋଟିଏ ଦିନ ମିତ୍ର ସହ

1 min
102

ବନ୍ଧୁ,

ଏ କେଉଁ ବନ୍ଧନେ ବାନ୍ଧୁ,

ତୋ ସାଥେ ଘଡିଏ ଲାଗଇ ସରଗ

ତୋ ବିନା ଅନ୍ଧାର ଇନ୍ଦୁ।


ଦିନଟିଏ ଯେବେ ସାଥେ ଥାଉ ମୋର

ମିଳିଥାଏ ମୋତେ ସୁଖ ଯେ ଅପାର

କଳି ନୁହେଁଁ ସାତ ସିନ୍ଧୁ।


ସାଥି କ୍ଷଣ ସବୁ ଦିଏ ଭାରି ସୁଖ

କଥାପଦେ ହେଲେ ହଜିଯାଏ ଦୁଃଖ

କି ଭାବ ବ୍ୟଞ୍ଜନ ରାନ୍ଧୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhir Kumar Panda