STORYMIRROR

sasmita sahu

Others

2  

sasmita sahu

Others

ଗୋଲ ପୃଥିବୀ

ଗୋଲ ପୃଥିବୀ

1 min
2.5K


ପୃଥିବିଟା ଗୋଲ ବୋଲି ତ

ଆଜି ନଦୀରେ ଶ୍ରାବଣ

ବନରେ ଫଗୁଣ

ନିଦମୁକ୍ତ ରାତିରେ ସପନ

ଛାତିରେ ପୂର୍ଣ୍ଣଗର୍ଭା ସ୍ପନ୍ଦନ

କଳ୍ପନାର ବଗିଚାରେ

ଉଡନ୍ତ। ଚଢ଼େଇର ଆହ୍ଲାଦ

ହୁଏତ ଆଜି

ଫୋଟୋ ଉପରେ ଅଳନ୍ଧୁ

ହେଲେ ତୁମେ ଜାଣ

ମନର ଧାଡିରେ ଆଜି

ଶବ୍ଦମାନଙ୍କର ଶୋଭାଯାତ୍ରା

କାଗଜ କିଆରିରେ

ତୁମ ପ୍ରତିଛବି

ବାଟ ଚାଲିବାର ନୂଆ ଉନ୍ମାଦନା

କୁହେ----

ତୁ ବା ସେଇ

ଝାଉଁଳା ଗଛରେ

ଫୁଟେଇ ପାରୁଥିବା ଫୁଲ ।

-ସସ୍ମିତା ସାହୁ


Rate this content
Log in