STORYMIRROR

Liza Senapati

Others

3  

Liza Senapati

Others

ଘର

ଘର

1 min
294

ମୋ ଘର।

ଏନ୍ତୁଡି ଶାଳରୁ ମଶାଣି ଯାଏଁ

ମୋ ପାଇଁ ଆଶ୍ରୟ ।

କେତେ ଵା ଵତାସିରୁ

କରି ଚି ରଖ୍ୟା।

ଝାଟି ମାଟିର ମୋ ଘର

ମୋ ପାଇଁ ସେତ ସୁନାର ନଅର।

ଅଛି ଯଦି ମୋ ପାଖେ ମୋ ଘର

କାଇଁ ଯିବି ମୁଁ ଆଉ କା ଦୁଆର।

ମୋ ଅଝଟ ପିଲା ଦିନ

ମୋ ସ୍ମୃତି ର ସବୁ ଚିହ୍ନ

ସାଇତା ମୋ ଘରେ ।

ଅଝଟ ହେଇ କେତେ

ମୋ ଘର ଵାରଣ୍ଡା ରେ ଯାଏ ଗଡି

ଧୂଳି ଧୂସର ହେଇ,

ହାତ ଠାରି ଡାକେ ମୋ ଘର

ଆ ଖେଳିବା ଲୁଚକାଳି ଖେଳ

ନା ଭୁଲିଚି ନା ଭୁଲି ଵି

ମୋ ଘର ସାଥେ ଅତୁଟ ବଦ୍ଧନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Liza Senapati

କିଛି

କିଛି

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ବନ୍ଧନ

ବନ୍ଧନ

1 min ପଢ଼ନ୍ତୁ

ପ୍ରେମ

ପ୍ରେମ

1 min ପଢ଼ନ୍ତୁ

ଯାଦୁ

ଯାଦୁ

1 min ପଢ଼ନ୍ତୁ

ହିରୋ

ହିରୋ

1 min ପଢ଼ନ୍ତୁ

ମୋ ଦେଶ

ମୋ ଦେଶ

1 min ପଢ଼ନ୍ତୁ