STORYMIRROR

ଵଳରାମ ତରାଈ

Others

3  

ଵଳରାମ ତରାଈ

Others

ଘଣ୍ଟାକଣ୍ଟା ହେ ସମୟ ହେ ସମୟ

ଘଣ୍ଟାକଣ୍ଟା ହେ ସମୟ ହେ ସମୟ

1 min
138

ହେ ସମୟ ହେ ସମୟ

ଘଣ୍ଟ କଣ୍ଟା ଠିକ ଠିକି ମିନିଟ କଣ୍ଟା ଠିକି

ଶେକଣୃ କଣ୍ଟା ଠିକ

ତାକୁ ନେଇ କେତେ ବିତଛି ଜିବନ 

କେତେ ଦିନ ମାସ ବର୍ଷ

ରେ ସମୟ ତୁ ଟିକେ ରହିଜା

ସରିନି ମୋ କାମ ll


ରେ ସମୟ କହାକୁ ଅପେକ୍ଷା ନକରି ଖାଲି ଚାଲି ଥାଉ

କେହି ତୋତେ ଭଲ କହନ୍ତି ତ କେହି ତ କହିଛନ୍ତି ମୋ ବାଡ ଲକ

କାହା ରାସ୍ତାରେ କଣ୍ଟା ନୁହେଁ ତ କହା ପାଇଁ ସାଜିଛ ରୟା କବଚ

କହା ଲାଈଫି ରେ ଆଷେ ଭାଗ୍ ପରେ ଭାଗ୍

କହା ଲାଈଫିରେ ସାଜେ ବଡ ଦୁଭାଗ ll


ମଣିଷ ଜନ୍ମଠୁ ମୃତ୍ୟୁ ତକ ଦେଖା ତୁ ବାଟ

ହେ ସମୟ ତୋତେ ନଧରିଲେ ଚାଲି ପାରିବନି ମଣିଷ ବାଟ

ହେ ସମୟ ମୋ ଲାଈଫି ରାସ୍ତାରେ ଆସିଲା ବହୁତ ଘାଟ

ପରେ ଘାଟ କେମିତି ଚାଲିବି କହ ବଟା ତୁ ବାଟ

ହେ ସମୟ ରେ କଟେ କେମିତି ମୋ ଦିନ

ହେଲେ ମୁଁ ସବୁବେଳେ ଜଳୁଛି ଲାଈଫି ଜାକ

ହେ ସମୟ ତୋ ସମସ୍ତଙ୍କୁ ଦେଖା ତୁ ସଠିକ ବାଟ ll


ଫୋନି ଭଳି ବାତ୍ୟା ରୁ ଆଗରୁ ଜଣାଇ ଦେଲୁ

ଜାନୁଆରୀ ଠୁ ଡିସେମ୍ବର ତକ ଟାଇମି ଟୁ ଟାଇମି ଜାନି ଜତାର ଦେଖା ତୁ ବାଟ

ରାତି ଦିନ ନାହିଁ ତୋର ରେଷ୍ଟ

ସଦାବେଳେ ଚାଲିଥାଉ ଖlଲି ଠକ ଠକ

ହେ ସମୟ ହେ ସମୟ 

ଚାଲିବାକୁ ପୁଣି ଅଛି ଅନେକ ବାଟ

କେତେ ବେଳେ କୋଉଠି ରହିବ 

ମୋର ସେ ଅଧା ବାଟ 

ବାଟ ଚାଲୁ ଚାଲୁ ଜୀବନ ଜିବ କୋଉଠି ସତ

ଭାବିଛି ମନ ମନ୍ଦିରେ କିଛି କରିବି ନୁଆ ଇତିହାସ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍