STORYMIRROR

Sudhir Kumar Panda

Others

3  

Sudhir Kumar Panda

Others

ଏକଲା ଚାଲ

ଏକଲା ଚାଲ

1 min
278


ଏକଲା ଚାଲରେ ଏକଲା ଚାଲରେ

ମନରେ ନରଖି ଦକା।

ଚାଲିବାକୁ ହେବ ସମୟର ସାଥେ

ଚଲା ତ ଜୀବନେ ଯୋଖା।


ଜୀବନର ଗତି ବିଚକ୍ଷଣ ଅତି

ଘଡିକେ ଛୁଟାଏ ଘୋଡା,

ଏକଲା ଚାଲିବା ଅଭ୍ୟାସ ନଥିଲେ

ପାଇବ ଯେ ମୁହଁ ମୋଡା।


ସମର୍ପି ଦେଇଛ ସମୟ ସୁଅରେ

ଜୀବନ ପଥର ଯାତ୍ରୀ,

ଚାଲରେ ଏକଲା ସାଥିଏଁ ମିଶିବେ

ପାହିବ ଯେବେ ଏ ରାତ୍ରୀ।



Rate this content
Log in