STORYMIRROR

Ajita Mishra

Others

3  

Ajita Mishra

Others

ଦୁଃଖ

ଦୁଃଖ

1 min
218


ଦୁଃଖିତ ମୁ

ପାଦରେ ପାଦ ଥାପି 

ଚାଲିବାକୁ ଅସମର୍ଥ .....

ଅକୁହା ବେଦନା

ଝୁଲୁଥାଏ କାନ୍ଧରେ ମୋ

ସଂସ୍କାର  କର୍ତ୍ତବ୍ୟ  

ମର୍ଯ୍ୟାଦା ମାନ୍ୟତା....

ଖଡ୍ଗ ସମ ସମୟର ବୋଝ

ହାତରେ ହାତ ଛନ୍ଦି

କେ କହିପାରେ ସୁଖି ହୁଅ....

ଆପଣା ଭାଗର ବୋଝ

ବୋହିନିଅ ସଖି...

ମୁକ୍ତ କର 

ଅତିରିକ୍ତ ଝାମେଲାରୁ

ଏବେ ଏକାଠି

ଚାଲ ପାରିହେବା

କିଛି ତୁମେ କିଛି ମୁ

ନିରବରେ ସହିବା

ଜୀବନର ଶେଷ ଦୁଃଖ....🌼

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍