STORYMIRROR

Santosh Jena

Others

3  

Santosh Jena

Others

ଦାଦନ ପ୍ରେମିକର Valentine's Day

ଦାଦନ ପ୍ରେମିକର Valentine's Day

1 min
171

ଫୁଲେଇକୁ ମୋର ଦେଖିଥିଲି ପ୍ରଥମ ଥର

ଦୁର୍ଗା ଅଷ୍ଟମୀର l ଭାବିଥିଲି Propos Day

ରେ ଗୋଲାପ ଟେ ଧରି ଫିଲ୍ମର ହିରୋ ପରି

ଫୁଲେଇକି ମୋର ମନ କଥା କହି କରବି

Propos l ହେଲେ ଏ ଦାରିଦ୍ରର ଓଡ଼ିଶା

ଭିତରେ ରହି ପାରିଲିନି ଘର ପଇସା ପାଇଁ

ଆଜି ରହିଛି ଦାଦନର.....!!"


Rate this content
Log in