Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Jena

Others

4.0  

Santosh Jena

Others

ଛାଡ଼ି ଯାଇଥିବା ସାଥି ପାଇଁ

ଛାଡ଼ି ଯାଇଥିବା ସାଥି ପାଇଁ

1 min
164


କାହାକୁ ନେଇ ଲେଖିବି କବିତା ଯେ

କି ତୁମେ ବୁଝିବ ମୋ ହୃଦୟ ଗାଥା..!


ଜହ୍ନ କୁ ନେଇ ଲେଖିଲି କବିତା,

ଜଣେଇ ମୋ ପ୍ରେମ ର ଗାଥା..!


ତାରା କୁ ନେଇ ଲେଖିଲି କବିତା,

ଜଣେଇ ମୋ ପ୍ରେମ ର ଗାଥା...!


କଇଁ କୁ ନେଇ ଲେଖିଲି କବିତା,

ଜଣେଇ ମୋ ପ୍ରେମ ର ଗାଥା...!


ବର୍ଷା କୁ ନେଇ ଲେଖିଲି କବିତା,

ଜଣେଇ ମୋ ପ୍ରେମ ର ଗାଥା...!


ଚାତକ କୁ ନେଇ ଲେଖିଲି କବିତା,

ଜଣେଇ ମୋ ପ୍ରେମ ର ଗାଥା...!


ମୟୁର କୁ ନେଇ ଲେଖିଲି କବିତା,

ଜଣେଇ ମୋ ପ୍ରେମ ର ଗାଥା...!


ଝରଣା କୁ ନେଇ ଲେଖିଲି କବିତା,

କଣେଇ ମୋ ପ୍ରେମ ର ଗାଥା..!


ପାହାଡ଼ କୁ ନେଇ ଲେଖିଲି କବିତା,

ଜଣେଇ ମୋ ପ୍ରେମ ର ଗାଥା....!


ନଈ କୁ ନେଇ ଲେଖିଲି କବିତା,

ଜଣେଇ ମୋ ପ୍ରେମ ର ଗାଥା..!


ରାତି କୁ ନେଇ ଲେଖିଲି କବିତା,

ଜଣେଇ ମୋ ପ୍ରେମ ର ଗାଥା...!


ସବୁତ ବୁଝିଲେ ମୋ ମନ ଗହନ

କଥା କିନ୍ତୁ ସାଥି ତୁମେ ବୁଝିପାରିଲିନି

ମୋ ଛୋଟ ହୃଦୟ ର କଥା....!!


Rate this content
Log in