STORYMIRROR

Manju Rath

Others

2  

Manju Rath

Others

ଚୋରା ପିରତୀ

ଚୋରା ପିରତୀ

1 min
104

ଭଲ ପାଇଛି ବୋଲି ତ 

କିଛି ବି କହିିିପାରିିିଲିନି 

ନା ମେଘକୁ ନା ବର୍ଷାକୁ 

ଭଲ ପାଇଛି ବୋଲି ତ 

ବର୍ଣ୍ଣନାର ଉପହାର ଦେଇ ପାରିିିଲିନି 

ନା ଜହ୍ନ କୁ ନା ତାରାମେଳକୁ 

ଭଲ ପାଇଛି ବୋଲି ତ 

ଚୋରା ପୀରତି

ଚୋରାଇ ନେଲା ଚୋରା ପିରତୀକୁ 

ନା ରହିଲା ନଦୀ ତୀରେ 

ନା ଶାମୁୁୁକା ମେଳେ 

ଭଲ ପାଇଛି ବୋଲି ତ 

ବୁଝେଇ ପାରିଲିନି ମନକୁ 

ନା ସାଇତି ରଖିପାରିଲିି 

ହୃଦୟକୁ ନା ପ୍ରେମକୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍