STORYMIRROR

Pankajini Upadhaya

Others

2  

Pankajini Upadhaya

Others

ଛଳନାହୀନ ପ୍ରୀତିଭରା ମନ

ଛଳନାହୀନ ପ୍ରୀତିଭରା ମନ

1 min
3.0K


ଛଳନାହୀନ ପ୍ରୀତିଭରା ମନ

ହୃଦୟଟି ମଧୁୁଭରା

ଛଳଛଳ ତା'ର ପ୍ରୀତିର ସମୀର

କବିତାରେ ସ୍ବପ୍ନଭରା।

ଦୁଃଖର ଲୋତକ କବିତାର ଧାର

ଭାବରେ ଭାବରେ ଝରେ

ସ୍ବପ୍ନରୁ ସାଉଁଟେ କବିତାରେ ବାଣ୍ଟେ

ହୃଦୟର କଲମରେ।

ବାସ୍ତବର କଥା ସ୍ବପ୍ନସାଥେ ମିଶା

କବିତା ମମତାଭରା

ଚପଳଛନ୍ଦା ସେ ପ୍ରେମରେ ବନ୍ଧା

ସପନର ଗୋଟେ ତାରା।


ಈ ವಿಷಯವನ್ನು ರೇಟ್ ಮಾಡಿ
ಲಾಗ್ ಇನ್ ಮಾಡಿ