STORYMIRROR

Arjun Das

Children Stories Comedy Tragedy

2  

Arjun Das

Children Stories Comedy Tragedy

ଚାଷୀ ଭାଇ

ଚାଷୀ ଭାଇ

1 min
72

ଚାଷୀଭାଇ ହାତ ମୁଣ୍ଡରେ ଦେଲାଣି

         ପ୍ରକୃତି ସାଜିଛି କାଳ

କେବଳେ ମରୁଡି ରୂପରେ ଆସୁଛି

     ବାତ୍ୟା ରୂପେ ଆସେ କାଳ  ।


ଚାଷୀ କୁଳ ଥର ହର

ପାଚିଲା ଫସଲ କ୍ଷେତ୍ରରେ ପଡ଼ିଛି

ଦେଖିଲେ ଲାଗଇ ଡର    ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍