ବୃଦ୍ଧା ମା
ବୃଦ୍ଧା ମା
1 min
633
ଦୁର୍ବଳ ଦାନ୍ତ ଶୁଖିଲା ପେଟ
ସୁଆଦିଆ ଚିଜପାଇଁ
ଝୁରି ହୁଏ ନାହିଁ
ହୃଦୟକୁ ଭୋକ ହୁଏ
ମିଠାମିଠା ମଧୁରିଆ
ବଚନଟି ପାଇଁ
ହିସାବ କରିବାକୁ
ଆଉବେଳ କାହିଁ
ହାତଗୋଡ଼ ଚାଲୁଥାଉ
ବାକିଥୀବା ଅଢେ଼ଇଦିନ
ଆଖି ଯଦି ଓଦାହୁଏ
ଲହୁର ଲୁହରେ
ହେ ପ୍ରଭୁ ତୁମେ
ତାକୁ ଧୋଇଦେବ
ଧର୍ମର ମିଠା
ସାଗରରେ
ଜୟ ଜଗନ୍ନାଥ
