STORYMIRROR

Sasmita Acharya

Others

2  

Sasmita Acharya

Others

ବୋଧେ ସେଥିପାଇଁ

ବୋଧେ ସେଥିପାଇଁ

1 min
13.9K


ମୋ ଠାରୁ ତ

ବେଶୀ କାନ୍ଦୁଛି ଏ ଆକାଶ

ସେ ବୋଧେ ସେଥିପାଇଁ

ବୁଝି ପାରୁଛି ମୋ ଅକୁହା ଭାଷା

ନିଜ ଲୁହରେ ଧୋଇ ଦେଉଛି

ମୋ ଆଖିର ଲୁହ ସବୁ

ଚୁପ୍ଚାପ୍ ନିରୋଳାରେ

ମୋ ମନକୁ ବୁଝେଇ ଦେଉଛି

ନିତି ନିତି ମୁଁ ଆଜି ବର୍ଷାରେ ଭିଜୁଛି ||


Rate this content
Log in