STORYMIRROR

Ajita Mishra

Others

3  

Ajita Mishra

Others

ଭୂତାଣୁ ଭୟ

ଭୂତାଣୁ ଭୟ

1 min
225

ଦାନବତାର ଦର୍ପରେ ଦଂଶନ

ଅରାଜକତା କ୍ରୂର ଶାସନ


ଭୟଙ୍କର ଅତି

ମାନବ ନିର୍ମିତ

ମହା ବିପର୍ଯ୍ୟୟ

ଅର୍ଦ୍ଧ ପ୍ରାକୃତିକ


ସର୍ବସ୍ବାନ୍ତ ହେଇ

ସାଜିଲା ଭିକାରୀ

ହରାଇ ବସିଲା 

ମୂଲ ମଜଦୂରୀ


ଗୋଟିଏ ଶିଢ଼ି ଉପରେ ଚଢ଼ିଲେ

ଗୋଡ଼ ଭିଡ଼ି କିଏ ପକାଏ ତଳେ


ଚତୁର୍ଦ୍ଦିଗେ ଆଜି

ମଶାଣି ମେଲା

ଏ'କି ବିପରୀତ 

ସମୟ ହେଲା.... 


ସାମାଜିକ ପ୍ରାଣୀ 

ଏକା ରହିଲା

ହସହସ ମୁଁହ 

ଲୁଚାଇ ଦେଲା


କଳୀରେ କଳ୍କୀ

ଏ'ମହା କୀଳା

ଉଦ୍ଧାର ଶ୍ରୀପତି

ବୁଡୁଛି ଭେଳା.....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍