STORYMIRROR

Ajita Mishra

Others

2  

Ajita Mishra

Others

ଭୋକ

ଭୋକ

1 min
336


ପଲସ୍ତରା ସରିଗଲା

ନିଅ ମିସ୍ତ୍ରୀ ,ମିଠାସିଠା

ଦିନକ ମଜୁରି 

ହାତ ମୋର କ୍ଷତାକ୍ତ ମାଁ 

ମଲମ  ବୋଳିଛି 

ସବୁଦିଅ ଝୋଲାଟିରେ ଭରି

ଓଃ କି କଷ୍ଟ ....

ଏବେ କାମଚାଲିବ କିପରି 

ହାତ କିଛି କରୁନାହିଁ ମାଁ

ସହଳ ସହଳ 

ସବୁ କାମ ପେଟ

କରୁଅଛି ବୋଲି


     - ଜୟ ଜଗନ୍ନାଥ-


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍