STORYMIRROR
ଭାବ
ଭାବ
Sisir Panda
Others
3
-
Originality :
3.0★
by 1 user
-
-
Language :
3.0★
by 1 user
-
Cover design :
3.0★
by 1 user
Sisir Panda
Others
3
-
Originality :
3.0★
by 1 user
-
-
Language :
3.0★
by 1 user
-
Cover design :
3.0★
by 1 user
ଭାବ
ଭାବ
ଈଶ୍ବର ଚିଜଟି ଏମିତି ଏକ
ବୁଝିଗଲେ ଲାଗେ
ପାର୍ଥିବ ଦରବ ସବୁ ତୁଚ୍ଛ
ପ୍ରଭୁ ଚିନ୍ତା କରେ
ଅଥୟ ଅତି ଦିବସ ରାତି।
ସର୍ବତ୍ର ମିଳେ ବିଭୂ ଦର୍ଶନ
କର୍ମେ ହୁଏ ବ୍ୟକ୍ତ
ପ୍ରଭୁ ଝଲକ ଦଇବୀ ତତ୍ତ୍ୱ
ଜୀବ ହୁଏ ମହତ।
ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍
More oriya poem from Sisir Panda
Download StoryMirror App