STORYMIRROR

Sanjaya Panda

Others

1  

Sanjaya Panda

Others

ଭାବ ସୀମନ୍ତ

ଭାବ ସୀମନ୍ତ

1 min
2.9K



ତୋ ସୀମନ୍ତ ସିନ୍ଦୂର ଆଭା ରକ୍ତମିତ

ଯେନ ଭାନୁ ଚିରି ଅମ୍ବର


ତୋ ଦିଗନ୍ତ ସୁନ୍ଦର ପ୍ରଭା ସିନ୍ଦୁରିତ

ଯେନ ଭାବଗର୍ଭେ ପୁଷ୍କର।


Rate this content
Log in