STORYMIRROR

Sanjaya Panda

Others

2  

Sanjaya Panda

Others

ଭାବ ପାରି....

ଭାବ ପାରି....

1 min
13.9K


ଭାବ ପାରି (.ଏକ ପଦି)

********

ନଦୀର ସ୍ରୋତ କୁ ଡରିଲେ କି ଭଲା

ନୌକା ଜଳ ପାରି ହୁଏ


ଜୀବନ ଦମ୍ଭ କୁ ଛାଡ଼ିଲେ କି ଭଲା

ଦୁଃଖି ପ୍ରାଣ ତରି ଯାଏ ।


Rate this content
Log in