STORYMIRROR

Liza Senapati

Others

3  

Liza Senapati

Others

ବାପା ମା

ବାପା ମା

1 min
11.7K

ପାଇଚି ତୁମ ସ୍ନେହ,

ହାରିନି ଜୀବନେ,

ହାରିବି ନାହିଁ,

ପାଖେ ଥିଲେ ତୁମ ଆଶିଷ,

ଡରିବିନି ଯେତେ ଆଶୁ ଝଡ଼,

ପାଖେ ଥିଲେ ତୁମ ଆଶିଷ,.

ଅଦ୍ଧାର ଦେଖି ଡ଼ରିବି କାହିଁ,

ମୋ ସାହାସ ମୋ ପାଖେ ଅଛି,

କାଇଁ ମୁଁ ଯିବି ଦେବାଳୟ,

ମୋ ଘରେ ଅଛନ୍ତି ମୋ ଠାକୁର,

ମୋ ବାପା ମୋ ପାଇଁ ସବୁଠୁ ଯୋଦ୍ଧା,

ମା'ର ପଣତ ମୋ ଛତ୍ର ଛାୟା,

ବାପା ମୋର ମାଆ ମୋର,

ମୋ ଦୁଇ ଆଖିର ତାରା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Liza Senapati

କିଛି

କିଛି

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ବନ୍ଧନ

ବନ୍ଧନ

1 min ପଢ଼ନ୍ତୁ

ପ୍ରେମ

ପ୍ରେମ

1 min ପଢ଼ନ୍ତୁ

ଯାଦୁ

ଯାଦୁ

1 min ପଢ଼ନ୍ତୁ

ହିରୋ

ହିରୋ

1 min ପଢ଼ନ୍ତୁ

ମୋ ଦେଶ

ମୋ ଦେଶ

1 min ପଢ଼ନ୍ତୁ