STORYMIRROR

Puspita Dash

Others

2  

Puspita Dash

Others

ବାଜୁଛି ବାଜିବ ଏଇ ବଂଶୀ ସଦା

ବାଜୁଛି ବାଜିବ ଏଇ ବଂଶୀ ସଦା

1 min
13.7K


ବାଜୁଛି ବାଜିବ ଏଇ ବଂଶୀ ସଦା

ହୃଦ କନ୍ଦରରେ ତୋର,

କାହ୍ନୁ ବି ଆସିବେ ନିତ୍ୟ ରାସ ରଚି

ଯିବା ଯାଏ ସ୍ଵର୍ଗଦ୍ଵାର।।

ସବୁରି ହୃଦୟେ ଏ ବଂଶୀ ବାଜୁଛି

ଜାଣିବି ଅଜଣା ଆମେ,

ମିଥ୍ୟାର ବନ୍ଧନ ଚକ୍ଷୁରେ ବାନ୍ଧିଛୁ

ବୁଝିବାକୁ ହେବ ଦିନେ।।



Rate this content
Log in