STORYMIRROR

Sasmita Acharya

Others

2  

Sasmita Acharya

Others

ଅତିଥି

ଅତିଥି

1 min
14.5K


ଆସିଥିଲ ଝରା ଶେଫାଳୀର

ବାସ୍ନା ନେଇ

ମୋ ଭଂଗା କୁଟୀରରେ

ରାତିଟା ପାହିନି

ଚାଲିଗଲ କେଉଁଆଡେ

ପରିଚୟ ବି ମିଳିନି

ରାତିକର ବନ୍ଧୁତାରେ

ଏ ମନ ଜମା ବୁଝୁନି

କିଛି ତ ମିଳିନି

ଅଛି ଯାହା କିଛି ସ୍ମୃତି

ଆଉ ସେ ଝରା ଶେଫାଳିର

ବାସ ଭରା ରାତି

ତୁମେ ଅଜଣା ଅତିଥି ....!!


Rate this content
Log in