STORYMIRROR

Sudhir Kumar Panda

Others

3  

Sudhir Kumar Panda

Others

ଅତୀତ

ଅତୀତ

1 min
887




ସ୍ମୃତି ସବୁ

ପୁଞ୍ଜିଭୀତ ହୁଏ

ଝଲସାଇ ଦିଏ,

ପୁଣି ବିଞ୍ଚି ହୁଏ

ସମୟର ଚଟାଣରେ

ହାତୁ ଖସି ଭାଙ୍ଗୁଥିବା

କାଚ ଆଇନାର ଭଳି।

ପ୍ରତି କାଚ ଖଣ୍ଡର

ମଧ୍ୟେ "ମୁଁ" ର ଚିହ୍ନ,

ମୁଁ କିନ୍ତୁ

ପ୍ରତ୍ୟେକ ଅତୀତ

ଭଙ୍ଗା ଆଇନାରେ

ଅନୁପସ୍ଥିତ

ଅପ୍ରତ୍ୟୟ

ସତ୍ତାହୀନ।


© ସୁଧିର କୁମାର ପଣ୍ଡା, ବ୍ରହ୍ମପୁର 9337782912




Rate this content
Log in