Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sisir Panda

Others

2  

Sisir Panda

Others

ଅତି

ଅତି

1 min
87


ସବୁ ଅତିର ଅଛି ଇତି

ବୁଝି ପାରୁନାହଁ ହୀନ ମତି

ଦେଖିଲୁ ତ ମୋ ଦେଶର କରାମତି।

ତୁ ଅଟୁ ନୀଚ୍ଚ ଛାର ପୋକ

ଦେଖାଉଛୁ କେତେ ଦମ୍ଭ ଦର୍ପ

ଦଳିଦେଲେ ଶେଷ ହେବ ତୋର ଅସ୍ତିତ୍ଵ।

ଏ ସାମାନ୍ୟ ଝଲକ ମାତ୍ର

ଆଗକୁ ଅଛି ପୂର୍ଣ୍ଣ ଆହୁତି

ନ ରହିବ ଭୂଗୋଳେ ତୋର ଅବସ୍ଥିତି।


ଶିଶିର,କଟକ।






Rate this content
Log in