STORYMIRROR

Sisir Panda

Others

2  

Sisir Panda

Others

ଅନ୍ତଃବାଣୀ

ଅନ୍ତଃବାଣୀ

1 min
6.9K


କଳ୍ପନା ରାଇଜୁ ଓଲ୍ଲାହି
ବାସ୍ତବିକତା ତୁମେ ଦେଖ
ସର୍ବତ୍ର ଆଜି ହାହାକାର
କିପରି ହେବ ପ୍ରତିକାର?
ଭାଷଣ ସର୍ବସ୍ବ ଭାରତ
ନହୁଏ ନାଶ ଭ୍ରଷ୍ଟାଚାର
ଅନ୍ୟାୟ ଅନୀତି ଦୁର୍ନୀତି
ସର୍ବତ୍ର ଆଜି ବିରାଜିତ।
ଯୁବସମାଜ ପଥଭ୍ରଷ୍ଟ
ନେତୃତ୍ବ ଆଜି କଳଙ୍କିତ
ଶିକ୍ଷାଦାନ ବ୍ୟବସାୟିକ
ସବୁ କିଛି ଅବ୍ୟବସ୍ଥିତ।
ସାହିତ୍ୟିକ ସୃଷ୍ଟିରେ ଵ୍ୟସ୍ତ
ଜୀବନେ ନକରି ପ୍ରୟୋଗ
ଦେଖାନ୍ତି ବାଣୀରେ ଆଦର୍ଶ
କିପରି ସୁଧୁରିବ ଦେଶ।।
ଶିଶିର ପଣ୍ଡା, କଟକ


Rate this content
Log in