STORYMIRROR

Suryakanta parida

Others

3  

Suryakanta parida

Others

ଅଲୋଡ଼ା ପଥର

ଅଲୋଡ଼ା ପଥର

1 min
227


ତମ କୁ ଭଲ  ପାଇ  ମୁଁ  ଆଜି 

    ନିଃସହାୟ ଯାଯାବର !

ତମ ବିନା  ଛୋଟିଆ ହୃଦୟ ମୋ  

   ଯନ୍ତ୍ରଣା ର ଗନ୍ତା ଘର !

ତମେ ଚାଲିଗଲ କେଉଁ ଦୁରଦେଶେ

  ତମେ ପ୍ରତାରଣା ସୌଦାଗର !

ସହି ହୁଏନା ଯନ୍ତ୍ରଣା ରହି ହୁଏ ତମ ବିନା 

  ତମେ କିନ୍ତୁ ଏବେ ଆଉ କାହାର !

ତମରି ସ୍ମୃତି  ତମ  ଅପେକ୍ଷା ରେ

  ମୁଁ ଗୋଟେ ଅଲୋଡ଼ା ପଥର !



Rate this content
Log in