STORYMIRROR

Liza Senapati

Others

3  

Liza Senapati

Others

ଅଚିହ୍ନା ମଣିଷ

ଅଚିହ୍ନା ମଣିଷ

1 min
163

ଏଇ ଠିକଣା ଆଜି ,

ଅଛି କାଲିକି ଥିବ କି ନାଇଁ।

ଏଇ ମୁହଁ ଆଜି ଲାଗୁଚି ଚିହ୍ନା,

କାଲିକି ହେବ ସେ ଅଚିହ୍ନା,

ଆପଣାର ସବୁ ଦଗାଦିଆ,

ବଦଳାନ୍ତି କେତେ ମୁଖା,

ରୂପ ରଙ୍ଗର ଏ ଚେହେରା,

ଚିହ୍ନେନା କେବେ ହୃଦୟ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Liza Senapati

କିଛି

କିଛି

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ବନ୍ଧନ

ବନ୍ଧନ

1 min ପଢ଼ନ୍ତୁ

ପ୍ରେମ

ପ୍ରେମ

1 min ପଢ଼ନ୍ତୁ

ଯାଦୁ

ଯାଦୁ

1 min ପଢ଼ନ୍ତୁ

ହିରୋ

ହିରୋ

1 min ପଢ଼ନ୍ତୁ

ମୋ ଦେଶ

ମୋ ଦେଶ

1 min ପଢ଼ନ୍ତୁ